Get Updates
Get notified of breaking news, exclusive insights, and must-see stories!

ଇଣ୍ଡିଗୋ ବିମାନରୁ ମିଳିଲା ବୋମା ଧମକ ଚିଠି,ସୁରକ୍ଷିତ ଭାବେ ଯାତ୍ରୀ ଉଦ୍ଧାର

ପଶ୍ଚିମବଙ୍ଗର କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଇଣ୍ଡିଗୋର ଏକ ବିମାନରେ ବୋମା ଧମକ ଚିଠି ମିଳିଲା । ଯାହା ଫଳରେ ବିମାନକୁ ଆଇସୋଲେସନ ବେକୁ ସ୍ଥାନାନ୍ତର କରାଯାଇଥିଲା । ଇଣ୍ଡିଗୋର ବିମାନ ୬ଇ- ୭୩୦୪ କୋଲକାତାରୁ ମେଘାଳୟର ଶିଲଂକୁ ଉଡାଣ ଭରୁଥିଲା ।

indigo

ଅଧିକାରୀଙ୍କ କହିବା ଅନୁଯାୟୀ, ବିମାନର ଶୌଚାଳୟ ଭିତରେ ଏକ ଚିଠି ମିଳିଥିଲା । ଯାହା ବୋମା ଭୟ ସୃଷ୍ଟି କରିଥିଲା । ତାପରେ ବିମାନରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ବିମାନ ବନ୍ଦର ପରିସରକୁ ବ୍ୟାପକ କଡାକଡି କରାଯାଇଛି । ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ତନ୍ନତନ୍ନ ଯାଞ୍ଚ କରୁଛନ୍ତି । ତେବେ କିଏ ଓ କାହିଁକି ବିମାନକୁ ବୋମା ଧମକ ପଠାଇଲା ତାହାର କାରଣ ଖୋଜୁଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+