୮୪ ବର୍ଷରେ ଆଖି ବୁଜିଲେ ବଲିଉଡର ଅଭିନେତା ଗୋବର୍ଦ୍ଧନ ଅସରାନି

୮୪ ବର୍ଷରେ ଆଖି ବୁଜିଲେ ବଲିଉଡର ପ୍ରଖ୍ୟାତ ହାସ୍ୟ ଅଭିନେତା ଗୋବର୍ଦ୍ଧନ ଅସରାନି । ସୋମବାର ଅପରାହ୍ନରେ ଏହି ଲୋକପ୍ରିୟ ଅଭିନେତା ଜଣଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।

Govardhan Asrani

ସୋଲେ ଚଳଚ୍ଚିତ୍ରରେ ଜେଲର ଭୂମିକାରେ ଖ୍ୟାତି ଅର୍ଜନ କରିଥିବା ହାସ୍ୟ ଅଭିନେତା ୩୫୦ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିଜ ଅଭିନୟର ଜାଦୁ ମାଧ୍ୟମରେ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସକ୍ଷମ ଏହି ହାସ୍ୟ ଅଭିନେତା । ଆଜି ତାଙ୍କ ଅବର୍ତ୍ତମାନରେ ସାରା ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+