ଗାଡ଼ି ଭିତରୁ ପରିବାରର ୭ ଜଣଙ୍କ ମୃତଦେହ ଉଦ୍ଧାର, ଋଣରେ ବୁଡ଼ି ବିଷ ପିଇଦେଲେ

ପାର୍କିଂ ହୋଇଥିବା କାର ଭିତରେ ପୂରା ପରିବାରର ମୃତ୍ୟୁ । ଉତ୍ତରାଖଣ୍ଡ ଡେରାଡୁନରେ କାର ଭିତରୁ ଏକ ପରିବାରର ୭ ଜଣଙ୍କ ମୃତ ଦେହ ଉଦ୍ଧାର କାଯାଇଛି । ମୃତକଙ୍କ ମଧ୍ୟରେ ବାପା, ମା, ତିନି ପିଲା ଓ ପରିବାରର ଅନ୍ୟ ସଦସ୍ୟ ଅଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି ।

hariyana

ଡେରାଡୁନ ପଞ୍ଚକୁଳ ସେକ୍ଟର ୨୭ରେ ପାର୍କିଂ ହୋଇଥିବା ଏକ କାରରୁ ମୃତଦେହ ମିଳିଛି । କାରଟି ଲକ ହୋଇଥିବା ବେଳେ ପରିବାର ଲୋକେ କାର ଭିତରେ ଥିଲେ । ଅଧିକ ପରିମାଣର ଋଣ ଚାପ ଥିବାରୁ ପରିବାର ଲୋକେ ଆତ୍ମହତ୍ୟା କରିଥିବା କୁହଯାଉଛି । ମୃତ ପରିବାର ଡେରାଡୁନର ପ୍ରବୀଣ ମିତଲ ବୋଲି ସୂଚନା ମିଳିଛି । ସୋମବାର ପରିବାର ସହ ପଞ୍ଚକୁଳ ବୁଲିବାକୁ ଆସିଥିଲେ । ମୃତକଙ୍କ ମଧ୍ୟରେ ୪୨ ବର୍ଷିୟ ପ୍ରବୀଣ ମିତଲ, ତାଙ୍କ ପତ୍ନୀ ଏବଂ ଦୁଇ ଝିଅ, ଗୋଟିଏ ପୁଅ ଏବଂ ପରିବାରର ଅନ୍ୟ ଲୋକ ଅଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏ ସମ୍ପର୍କରେ ପଞ୍ଚକୁଳ ଏସପି ହିମାଦ୍ରୀ କୌଶିକ୍ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+