ଟ୍ରେନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଟ୍ରେନର ଇଞ୍ଜିନରେ ଲାଗିଗଲା ନିଆଁ । ପଶ୍ଚିମବଙ୍ଗ ଉତ୍ତର ଦୀନାଜପୁର ଗସାଲ ରେଳ ଷ୍ଟେସନ ନିକଟରେ ଡିଏମଓ ଟ୍ରେନରେ ନିଆଁ ଲାଗିଥିବା ସୂଚନା । ଅଗ୍ନିକାଣ୍ଡ ପରେ ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଥିବା ବେଳେ ଭୟଭୀତ ହୋଇପଡିଥିଲେ ଯାତ୍ରୀ । ନିଆଁ ଲାଗିବା ପରେ ସଙ୍ଗେସଙ୍ଗେ ଟ୍ରେନକୁ ଅଟକାଯାଇଥିଲା ଏବଂ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ଅଗ୍ନିକାଣ୍ଡରେ କାହାରି କିଛି ହୋଇନି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କୁହାଯାଇପାରେ ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ୍ ।

train fire

ସେପଟେ ସୋସିଆଲ ମିଡିଆ ଏକ୍ସରେ କିଛି ଯାତ୍ରୀ ଭିଡିଓ ସେୟାର କରିଥିବା ବେଳେ ଏହା ବିହାର କିଶାନଗଞ୍ଜ ନିକଟରେ ବୋଲି କହି ଭିଡିଓ ପୋଷ୍ଟ କରିଛନ୍ତି । ଏବଂ ଟ୍ରେନଟି ସିଲିଗୁଡିରୁ ମାଲଦା ଯାଉଥିବା ବେଳେ ଅଗ୍ନିକାଣ୍ଡର ଶିକାର ହୋଇଛି ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+