ବେଙ୍ଗାଲୁରୁ ପ୍ରସିଦ୍ଧ ରାମେଶ୍ୱରମ କାଫେରେ ‍ବିସ୍ଫୋରଣ

Karnataka Blast in Restaurant: ବେଙ୍ଗାଲୁରୁ ହ୍ୱାଇଟଫିଲ୍ଡ ସ୍ଥିତ ପ୍ରସିଦ୍ଧ ରାମେଶ୍ୱର କାଫେରେ ବିସ୍ଫୋରଣ । ଯେଉଁଥିରେ ୪ ଜଣ ଆହତ ହୋଇଛନ୍ତି । ଏକ ବ୍ୟାଗରେ ଥିବା କିଛି ଜିନିଷରୁ ଏହି ବିସ୍ଫୋରଣ ଘଟିଥିବା ନେଇ ସୂଚନା ରହିଛି । ହ୍ୱାଇଟଫିଲ୍ଡ ଡିପିସି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ଘଟଣାରେ ୩ ଜଣ କାଫେ କର୍ମଚାରୀ ଏବଂ ଜଣେ ଗ୍ରାହକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଜାରି ରହିଛି ।

Karnataka Blast in Restaurant


ଏହି ଘଟଣା ବେଙ୍ଗାଲୁରୁର ହ୍ୱାଇଟଫିଲ୍ଡର ରମେଶ୍ୱରାମ କାଫେରେ ଘଟିଛି । ଏହି ଦୁର୍ଘଟଣାରେ କିଛି କାଫେ କର୍ମଚାରୀ ଏବଂ ଗ୍ରାହର ଆହତ ହୋଇଛ । ହ୍ୱାଇଟଫିଲ୍ଡ ଫାୟାର ଷ୍ଟେସନ ଅଧିକାରୀଙ୍କ ସୂଚନା ଅନୁସାରେ, ବିସ୍ଫୋରଣକୁ ନେଇ ଏକ କଲ୍ ଆସିଥିଲା, ଫୋନ୍ କରିଥିବା ବ୍ୟକ୍ତି ଜଣକ କହିଥିଲେ ରାମେଶ୍ୱର କାଫେରେ ସିଲିଣ୍ତର ବିସ୍ଫୋରଣ ହୋଇଛି।" ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+