ଆଜି ଆକାଶରେ ଦେଖାଯିବ କଳା ଜନ୍ନ

Black Moon: ଆଜି ଆକାଶରେ ଦେଖିବା ପାଇଁ ମିଳିବ କଳା ଜହ୍ନ । ଏସିଆ, ଆଫ୍ରିକା ଏବଂ ୟୁରୋପ ମହାକାଶରେ କଳା ଜହ୍ନ ଦୃଶ୍ୟମାନ ହବେ । ଆସନ୍ତାକାଲି ଭୋର ୪ଟା ସମୟରେ ଭାରତରେ କଳା ଜହ୍ନ ଦୃଶ୍ୟମାନ ହେବା ନେଇ ସୂଚନା ରହିଛି ।

Black moon

ତେବେ ଗୋଟିଏ ମାସରେ ଦୁଇ ଦୁଇ ଥର ଅମାବାସ୍ୟା ପଡୁଥିବାରୁ ଏହା ଦୃଶ୍ୟମାନ ହୁଏ । କଳା ଚାନ୍ଦର ପରିଭାଷା ନୀଳ ଚନ୍ଦ୍ର ସହ ସମାନ । ନୀଳଚନ୍ଦ୍ର ପୂର୍ଣ୍ଣିମା ସହିତ ଜଡିତ ଥିବାବେଳେ, କଳା ଜହ୍ନ ଅମାବାସ୍ୟା ସହିତ ଜଡିତ ଅର୍ଥାତ୍ ଅମାବାସ୍ୟା ର ପରଦିନ ରାତିରେ ଏହି ଜହ୍ନ ଦେଖିବା ପାଇଁ ମିଳିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+