୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିବ: ବିଜେପି ପ୍ରାର୍ଥୀ ହରିଶ ଖୁରାନା

Delhi Election 2025: ମୋତି ନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ହରିଶ ଖୁରାନା କହିଛନ୍ତି,ଆମକୁ ଲୋକଙ୍କଠାରୁ ଯେଉଁଭଳି ପ୍ରତିକ୍ରିୟା ମିଳୁଛି ଲାଗୁଛି ବିଜେପି କେବଳ ମୋତି ନଗରରେ ନୁହେଁ ବରଂ ସମଗ୍ର ଦିଲ୍ଲୀରେ 50 ରୁ ଅଧିକ ଆସନ ଜିତିବାକୁ ଯାଉଛି ।

Delhi Assembly Election 2025

ସେ ଆହୁରି କହିଛନ୍ତି, ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିଲେ କିନ୍ତୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ, ଅରବିନ୍ଦ କେଜରିୱାଲ ଏବଂ ତାଙ୍କ ଦଳ ଅଭିଯୋଗ ଏବଂ ପ୍ରତିଆରୋପର ରାଜନୀତି କରୁଥିଲେ। ସେମାନଙ୍କର ପ୍ରୟାସ ବିଫଳ ହୋଇଛି। ଆଜି, 27 ବର୍ଷ ପରେ, ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିବା ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+