Get Updates
Get notified of breaking news, exclusive insights, and must-see stories!

Delhi Election 2025: SC ଛାତ୍ରଙ୍କୁ ମିଳିବ ୧ ହଜାର ଟଙ୍କା, ବିଜେପି ସରକାର ଆସିଲେ ମିଳିବ ମାଗଣା ଶିକ୍ଷା

Delhi Election 2025:ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ବିଭିନ୍ନ ପ୍ରକାରର ସ୍କିମ୍ ଆଣି ଜନତାର ବିଶ୍ୱାସ ଜିତିବା ପାଇଁ ଚେଷ୍ଟା ଜାରି ରହିଛି । ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିନ ଦିଲ୍ଲୀ ବିଧାନସଭା ନିର୍ବାଚନ 2025 ପାଇଁ ନିଜର Manifesto'ର ଦ୍ୱିତୀୟ ଭାଗ ପ୍ରକାଶ କରିଛି । ବିଜେପି ସାଂସଦ ଅନୁରାଗ ଠାକୁର 'ସଂକଳ୍ପ ପତ୍ର' ଜାରି କରି ଦାବି କରିଛନ୍ତି ଯେ ତାଙ୍କ ସରକାର ଗଠନ ହେବା ପରେ, ଦିଲ୍ଲୀର ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଭାବୀ ଛାତ୍ରଛାତ୍ରୀମାନେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପାଇବେ।

Delhi Election 2025

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର 'ସଂକଳ୍ପ ପତ୍ର' ଜାରି କରି ବିଜେପି ସାଂସଦ ଅନୁରାଗ ଠାକୁର କହିଛନ୍ତି, "ଆମେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ଦିଲ୍ଲୀର ଯୁବକମାନଙ୍କୁ ଥରେ ୧୫,୦୦୦ ଟଙ୍କାର ଆର୍ଥିକ ସହାୟତା ଦେବୁ ଏବଂ ଦୁଇଥର ଯାତ୍ରା ଏବଂ ଆବେଦନ ଫିସ୍ ମଧ୍ୟ ଫେରସ୍ତ କରିବୁ। । ଏହା ମୋଦିଙ୍କ ଗ୍ୟାରେଣ୍ଟି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+