ରାଜ୍ୟସଭା ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କଲା ବିଜେପି, ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ
Rajya Sabha: ବୁଧବାର ଅର୍ଥାତ୍ ୧୪ ଫେବ୍ରୁଆରୀରେ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ 5 ଜଣ ପ୍ରାର୍ଥୀଙ୍କ ନାମ ସାମିଲ ଅଛି । ବିଜେପି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଥିବା ବେଳେ ମାୟା ନରୋଲିୟା ଏବଂ ଏଲ୍ ମୁରୁଗନଙ୍କୁ ମଧ୍ୟପ୍ରଦେଶରୁ ଟିକେଟ ଦିଆଯାଇଛି। ମଧ୍ୟପ୍ରଦେଶରୁ ଆଉ ଦୁଇ ପ୍ରାର୍ଥୀଙ୍କୁ ମଧ୍ୟ ଟିକେଟ୍ ମିଳିଛି ବଂଶୀଲାଲ ଗୁର୍ଜନ ଏବଂ ଉମେଶ ନାଥ ମହାରାଜ ହେଲେ ରାଜ୍ୟସଭା ପ୍ରାର୍ଥୀ । ରାଜ୍ୟସଭା ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କଲା ବିଜେପି, ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହେଲେ ଅଶ୍ୱିନୀ ବୈଷ୍ଣବ ।
ଏହାପୂର୍ବରୁ ରବିବାର ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ତାଲିକା ପ୍ରକାଶ କରିଥିଲା । ଏହି ତାଲିକାରେ ବିହାର, ଛତିଶଗଡ, ହରିୟାଣା, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସୁଦର୍ଶନ ତ୍ରିବେଦୀ ଏବଂ ଆରପିଏନ ସିଂଙ୍କୁ ଉତ୍ତରପ୍ରଦେଶରୁ ଟିକେଟ ଦିଆଯାଇଥିଲା। ସୁଭାଷ ବାରାଲାଙ୍କୁ ହରିୟାଣାରୁ ପ୍ରାର୍ଥୀ କରାଯାଇଥିଲା। ଏହି ତାଲିକାରେ 14 ଜଣ ପ୍ରାର୍ଥୀଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି ।

Click it and Unblock the Notifications