Get Updates
Get notified of breaking news, exclusive insights, and must-see stories!

ବିହାରରୁ ପ୍ରାର୍ଥୀ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ

୯ ଜଣିଆ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘଷଣା କଲା ବିଜେପି । ବିହାରରୁ ପ୍ରାର୍ଥୀ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଶିବେଶ କୁମାର ମଧ୍ୟ ବିହାରରୁ ଦ୍ୱିତୀୟ ପ୍ରାର୍ଥୀ । ଆସାମରୁ ତେରାଶ ଗୋୱାଲା, ଜୋଗେନ ମୋହନ ପ୍ରାର୍ଥୀ । ଛତିଶଗଡରୁ ଲକ୍ଷ୍‌ମୀ ବର୍ମା , ହରିୟାଣାରୁ ସଞ୍ଜୟ ଭାଟିଆ ପ୍ରାର୍ଥୀ , ପଶ୍ଚିମବଙ୍ଗରୁ ରାହୁଲ ସିହ୍ନା ପ୍ରାର୍ଥୀ ହୋଇଛନ୍ତି ।

nitin
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+