ଉତ୍ତର ପ୍ରଦେଶ ଉପ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

ବାରଣାସୀ: ଉତ୍ତର ପ୍ରଦେଶ ଉପ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ବିଜେପି କରହଲ ଆସନରୁ ଅନୁଜେଶ ଯାଦବଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ କୁନ୍ଦର୍କିରୁ ରାମବୀର ସିଂ ଠାକୁର, ମଜୱାନରୁ ସୁସ୍ମିତା ମୌର୍ଯ୍ୟ, କଟେହରୀରୁ ଧର୍ମରାଜ ନିଶାଦ, ଖେରୀରୁ ସୁରେନ୍ଦ୍ର ଦିଲରଙ୍କୁ ପ୍ରାର୍ଥୀ କରିଛି ବିଜେପି କ୍ଷ ସେହିପରି ଦୀପକ ପଟେଲଙ୍କୁ ଫୁଲପୁରରୁ ଏବଂ ଗାଜିଆବାଦରୁ ସଞ୍ଜୀବ ଶର୍ମାଙ୍କୁ ଟିକେଟ ଦେଇଛି ବିଜେପି କ୍ଷ ତେବେ ସିସାମଉ (କାନପୁର) ଆସନରୁ ବିଜେପି ଏପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ଘୋଷଣା କରି ନାହିଁ।

BJP Names 7 Candidates For UP Bypolls

କଟେହରୀରୁ ପ୍ରାର୍ଥୀ ହେଇଥିବା ଧର୍ମରାଜ ନିଶାଦ ବିଏସପିରୁ ତିନିଥର ବିଧାୟକ ହୋଇଥିବା ବେଳେ ବିଏସପି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ। ୨୦୨୨ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ଧର୍ମରାଜ । ଏଥର ବିଜେପି ତାଙ୍କୁ ଆଉ ଏକ ସୁଯୋଗ ଦେଇଛି। ସେହିପରି ମଜୱାନରୁ ପ୍ରାର୍ଥୀ ହୋଇଥିବା ସୁସ୍ମିତା ମୌର୍ଯ୍ୟ ପୂର୍ବରୁ ବିଜେପିର ଜଣେ ବିଧାୟକ ଥିଲେ ।

ସୂଚନା ଯୋଗ୍ୟ ଆସନ୍ତା ନଭେମ୍ବର ୧୩ରେ ଉତ୍ତରପ୍ରଦେଶର ୯ଟି ବିଧାନବସଭା ଆସନରେ ଅନୁଷ୍ଠିତ ହେବ ଉପ-ନିର୍ବାଚନ । ସେହିପରି ନଭେମ୍ବର ୨୩ରେ ପ୍ରକାଶ ପାଇବା ଫଳ କ୍ଷ ଉପ-ନିର୍ବାଚନ ପାଇଁ ସବୁ ଦଳ ନିଜର ପ୍ରଚାର ପ୍ରସାର ଆରମ୍ଭ କରିଥିବା ବେଳେ ବିଜେପି ୭ ଟି ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+