ହୋଲିରେ ବିଜେପି ନେତାଙ୍କୁ ଗୁଳିମାଡ଼
ଚଣ୍ଡିଗଡ଼: ଗୋଟେ ପଟେ ରଙ୍ଗର ପର୍ବକୁ ଲୋକେ ବେଶ ଧୁମଧାମରେ ପାଳନ କରୁଥିବା ବେଳେ, ଅନ୍ୟ ପଟେ ବିଜେପି ନେତାଙ୍କ ଉପରେ ହୋଇଛି ଗୁଳି ବର୍ଷା। ହରିୟାଣା ସୋନିପତରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ଜମି ବିବାଦକୁ ନେଇ ଗତକାଲି ହତ୍ୟାକାଣ୍ଡ ହୋଇଥିବା ସୂଚନା ।













Click it and Unblock the Notifications