ବିହାରରେ ବିଜେପି ଏକକ ବୃହତ୍ତମ ଦଳ ଆଶା ଉଜ୍ଜ୍ୱଳ: ବର୍ତ୍ତମାନ ସୁଦ୍ଧା ବିଜେପି ୮୨, ଜେଡିୟୁ ୭୫ ଆସନରେ ଆଗୁଆ
ବିହାରରେ ବିଜେପି ଏକକ ବୃହତ୍ତମ ଦଳ ଆଶା ଉଜ୍ଜ୍ୱଳ। ବର୍ତ୍ତମାନ ସୁଦ୍ଧା ବିଜେପି ୮୨, ଜେଡିୟୁ ୭୫ ଆସନରେ ଆଗୁଆ। ଆରେଜେଡି ୩୬, ଏଲ୍ଜେପି ୨୨ ଆସନରେ ଆଗୁଆ । ମାତ୍ର ୭ଟି ଆସନରେ ଆଗୁଆ ରହି କଂଗ୍ରେସ ନିରାଶ ।













Click it and Unblock the Notifications