ସଂଖ୍ୟାଗରିଷ୍ଠତା ଟପିଲା ବିଜେପି, ୪୩ ଆସନରେ ବିଜେପି ଆଗୁଆ

Delhi Assembly Election 2025: ପ୍ରାରମ୍ଭିକ ଟ୍ରେଣ୍ତରେ ମ୍ୟାଜିକ ଫିଗର୍ ଟପିଲା ବିଜେପି । ସଂଖ୍ୟାଗରିଷ୍ଠଚା ୩୬ ଟିପିଲା ବିଜେପି । ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ୪୩ ଆସନ ଆଗରେ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆପର ହେବିୱେଟ୍ ନେତା ମାନେ ଏଥର ପଛରେ ପଡିଯାଇଛନ୍ତି ।

Delhi Assembly Election 2025

ନୂଆଦିଲ୍ଲୀ ଆସନରେ ଅରବିନ୍ଦ କେଜ୍ରିୱାଲ ପଛୁଆ ଥିବା ବେଳେ ବିଜେପିର ପରେଶ ବର୍ମା ଆଗୁଆ ଅଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ କାଲକାଜି ଆସନରୁ ପଛୁଆ ପଛନ୍ତି । ସେହିପରି ସୁକର୍ ବସ୍ତା ଆସନରୁ ବିଜେପି ଆଗରେ ରହିଛି ଏବଂ ଆପର ପୂର୍ବତନ ମନ୍ତ୍ରୀ ସତ୍ୟନ୍ଦ୍ର ଜୈନ୍ ପଛୁଆ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+