ଆସାମରେ ବିଜେପି, ତାମିଲନାଡୁରେ ଟିଭିକେ ଆଗରେ
କଂଗ୍ରେସକୁ ପଛରେ ପକାଇ ବିଜେପି ଆଗରେ। ଆସାମରେ ବିଜେପି, ତାମିଲନାଡୁରେ ଟିଭିକେ ଆଗରେ। ଲଗାତାର ୩ୟ ଥର ପାଇଁ ବିଜେପି ସରକାର ଆଶା ଉଜ୍ଜ୍ୱଳ ହୋଇଛି।
ପଶ୍ଚିମବଙ୍ଗ ୨୩୮/୨୯୩
ବିଜେପି ୧୨୨, ଟିଏମସି ୧୧୧, ଅନ୍ୟାନ୍ୟ ୦୫

ତାମିଲନାଡୁ ୧୮୪/ ୨୩୪
ଡିଏମକେ ୫୮, ଏଆଇଏଡିଏମକେ ୪୪, ଟିଭିକେ ୮୨
ଆସାମ ୧୦୭/ ୧୨୬
ବିଜେପି ୭୭, କଂଗ୍ରେସ ୨୯, ଅନ୍ୟାନ୍ୟ ୧
କେରଳମ୍ ୧୦୨/୧୪୦
ଏଲଡିଏଫ ୨୫, ୟୁଡିଏଫ ୬୫, ବିଜେପି ୧୦
ପୁଡୁଚେରୀ ୧୭/୩୦
ଏନଆରସି ୧୧, କଂଗ୍ରେସ ୦୨, ଅନ୍ୟାନ୍ୟ ୦୪
ଦେଶର ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ବର୍ତ୍ତମାନ ଚାଲିଛି। ଧାରା ଆସିବା ଆରମ୍ଭ ହୋଇଛି। ସମଗ୍ର ଦେଶର ନଜର ଏହି ଫଳାଫଳ ଉପରେ ରହିଛି। ଏହି ନିର୍ବାଚନ ଫଳାଫଳ ମମତା ବାନାର୍ଜୀ, ହିମନ୍ତ ବିଶ୍ୱ ଶର୍ମା, ଷ୍ଟାଲିନ ଏବଂ ପି. ବିଜୟନଙ୍କ ଭଳି ହେଭିୱେଟ୍ ମୁଖ୍ୟମନ୍ତ୍ରୀମାନଙ୍କର ରାଜନୈତିକ ଭାଗ୍ୟ ମଧ୍ୟ ନିର୍ଣ୍ଣୟ କରିବ।












Click it and Unblock the Notifications