ନିଟ୍ ପେପର ଲିକ୍ ମାମଲାର କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଘେରିଲା ବିଜେଡି

ନିଟ୍ ପେପର ଲିକ୍ ମାମଲାରେ ଦେଶରେ ବର୍ତ୍ତମାନ ରାଜନୀତି ଉଠୁଛୁ ପଡୁଛି । ଏହାକୁ ନେଇ ବିରୋଧୀ ଶାସକକୁ ତୁହାକୁ ତୁହା ଟାର୍ଗେଟ କରୁଛନ୍ତି । ଏସବୁ ଭିତରେ ଓଡ଼ିଶାର ବିରୋଧୀ ଦଳ ନେତା ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । ବିଜେଡି ନେତା ଦେବେଶ ଆଚାର୍ଯ୍ୟଙ୍କ 'X'ରେ ପୋଷ୍ଟ କରି କହିଛନ୍ତି, ଏହା କେନ୍ଦ୍ର ସରକାରଙ୍କ ଏକ ସ୍ପଷ୍ଟ ବିଫଳତା । ଗୁରଚତ୍ୱପୂର୍ଣ୍ଣ ପରୀକ୍ଷାର ଅଖଣ୍ଡତା କ୍ଷୁର୍ଣ୍ଣ ହୋଇଛି । ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି । ଘଟଣା ପାଇଁ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରିଛି ।

dharmendra pradhan

ଅନ୍ୟପଟେ ଆଜି ନିଟ୍‌-ୟୁଜି ବିବାଦରେ ଏତଲା ଦେଲା ସିବିଆଇ । ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଏତଲା ଦେଇଥିବା ସୂଚନା ରହିଛି ।ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଶିକ୍ଷା ମନ୍ତ୍ରଣାଳୟର ଅଭିଯୋଗ ପରେ ସିବିଆଇ ଏକ ନିୟମିତ ମାମଲା ରୁଜୁ କରିଛି । ଆଇପିସି ଧାରା ୪୨୦, ଠକେଇ ଏବଂ ୧୨୦ବି ଅର୍ଥାତ୍ ଷଡଯନ୍ତ୍ର କରିବା ଅନୁଯାୟୀ ସିବିଆଇ ଏକ ଏଫ୍‌ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+