ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଭାଜପାର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ମିଳିଛି ନୂଆ ଦାୟିତ୍ୱ । ନରେନ୍ଦ୍ର ମୋଦି ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷ ହେଲେ ବିଶ୍ୱଭୂଷଣ । ରାଜଧାନୀ ଦିଲ୍ଲୀରେ ଏହି ଅଧ୍ୟୟନ କେନ୍ଦ୍ର ଖୋଲାଯାଇଛି । ଏ ନେଇ ଅଧ୍ୟୟନ କେନ୍ଦ୍ର ଏକ୍ସ ଅଫିସିଆଲ ସାଇଟରେ ପୋଷ୍ଟ ଶେୟାର କରାଯାଇଛି ।

Biswabhusan Harichandan

ବିଶ୍ୱଭୂଷଣଙ୍କ ୫ ଦଶନ୍ଧୀର ରାଜନୈତିକ ଜୀବନରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଥିବା କଥା ଏଥିରେ ଉଲ୍ଲେଖ କରାଯାଇଛି । ର୍ପୁୂବରୁ ସେ ଆନ୍ଧ୍ର ପ୍ରଦେଶ, ଏବଂ ଛତିଶଗଡ଼ ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା ବିଧାନସଭାକୁ ସେ ୫ ଥର ଲାଗି ନିର୍ବାଚିତ ମଧ୍ୟ ହୋଇଛନ୍ତି । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+