ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେବେ ବିଲ୍ ଗେଟ୍ସ
ବିଲ୍ ଗେଟ୍ସ AI ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ଯେଉଁ ଖବର ପ୍ରସାର ହୋଇଛି ତାହାକୁ ଗେଟ୍ସ ଫାଉଣ୍ଡେସନର ଭାରତ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ବିଲ୍ ଗେଟ୍ସ ଏହି ସମ୍ମିଳନୀରେ ଭାଗନେବା ସହ ସମ୍ବୋଧିତ କରିବେ ବୋଲି ଗେଟ୍ସ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।













Click it and Unblock the Notifications