ବିହାର ଜନାଦେଶ: ୨୦୭ ସିଟରେ ଆଗୁଆ ଏନଡିଏ, ବହୁ ପଛରେ ମହାମେଣ୍ଟ
ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଭୋଟ ଗଣତି ଟ୍ରେଣ୍ଡରେ ଏନଡିଏ ବର୍ତ୍ତମାନ ସୁଦ୍ଧା ୨୦୭ ସିଟରେ ଆଗୁଆ ରହିଥିବା ବେଳେ ମହାମେଣ୍ଟ ପଛରେ ରହିଛି, ୨୯ଟି ସିଟରେ ଓ ଅନ୍ୟ ଦଳ ଗୁଡିକ ୦୭ଟି ସିଟରେ ଆଗୁଆ ରହିଛନ୍ତି । ଆଜି ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରାଯିବ ।

ଏନଡିଏ- ୨୦୭
ମହାମେଣ୍ଟ- ୨୯
ଅନ୍ୟାନ୍ୟ- ୦୭












Click it and Unblock the Notifications