ମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, ୧ କିଲୋମିଟର ଦୌଡି ବଞ୍ଚାଇଲେ ଜୀବନ
ବିହାର ସରକାରରେ ମନ୍ତ୍ରୀ ଶବଚ୍ଚ କୁମାରଙ୍କ ଉପରେ ଆକ୍ରମଣ ହୋଇଛି । ମନ୍ତ୍ରୀ ନାଳନ୍ଦାର ଏକ ଗାଁକୁ ଲୋକଙ୍କୁ ଭେଟିବାକୁ ଯାଇଥିଲେ, ଯାହା ପରେ ଉତ୍ତ୍ୟକ୍ତ ଲୋକମାନେ ତାଙ୍କୁ ଘଉଡାଇ ଦେଇଥିଲେ । କୁହାଯାଉଛି ଯେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ମନ୍ତ୍ରୀଙ୍କୁ ବାଡିରେ ଆକ୍ରମଣ କରିବାକୁ ପ୍ରୟାସ କରିଥିଲେ । ଏହି ଆକ୍ରମଣରେ ତାଙ୍କ ଅଙ୍ଗରକ୍ଷୀ ଆହତ ହୋଇଛନ୍ତି । ନିଜର ଜୀବନ ବଞ୍ଚାଇବା ପାଇଁ ମନ୍ତ୍ରୀ ୧ କିଲୋମିଟର ପର୍ଯ୍ୟନ୍ତ ଦୌଡି ଦୌଡି ପଳାଇ ଆସଇଥିଲେ । ଏବେ ମନ୍ତ୍ରୀ ସୁରକ୍ଷିତ ଅଛନ୍ତି ।













Click it and Unblock the Notifications