Bihar Flood: ବିହାରରେ ଭୟଙ୍କର ସ୍ଥିତିଆଡକୁ ଗତି କରୁଛ ବନ୍ୟା, ଏହିସବୁ ଜିଲ୍ଲାରେ ହା ହା କାର ପରିସ୍ଥିତି

ବିହାରରେ ବନ୍ୟା ପରିସ୍ଥିତି ଭୟଙ୍କର ସ୍ଥିତିଆଡକୁ ଗତି କରୁଛି । ଯେଉଁ କାରଣରୁ ରାଞ୍ଚି ଏବଂ ବାରାଣାସୀରେ ଏନଡି ଆର ଏଫର ୬ଟି ଅତିରିକ୍ତ ଦଳକୁ ମୁତୟନ କରାଯାଇଛି । ଅତିରିକ୍ତ ଟିମ୍‌ଗୁଡ଼ିକ ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ ଥିବା ୧୨ଟି ଏନ୍‌.ଡି.ଆରଏଫ୍ ଦଳ ୨୨ଟି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ସହ କାର୍ଯ୍ୟ କରିବ ।

କୃଷି ଏବଂ ଗଣ୍ଡକ ନଦୀରୁ ପାଣି ଛଡାଯିବା ପରେ ଆଜି ସେଠାକାର ଅନେକଗୁଡ଼ିଏ ନଦୀରେ ବନ୍ୟାଜଳ ପହଞ୍ଚିବ ବୋଲି ଜଣାପଡିଛି । ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଥିବା ଜଣାପଡିବା ପରେ ପାଣି ଛଡାଯାଇଛି ଏବଂ ଏଥିଯୋଗୁଁ ପଶ୍ଚିମ ଚମ୍ପାରଣ, ସୀତାମଢ଼ି, ଦରଭଙ୍ଗା ଏବଂ ଶିବହରର ଅନେକଗୁଡ଼ିଏ ଗାଁ ପ୍ରଭାବିତ ହୋଇଛି । ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ଗୋପାଳଗଞ୍ଜ, ସୁପୌଲ, ମଧୁବନୀ, ସହର୍ଷା, ସୀତାମଢ଼ି, ଶିବହର ସମେତ ୧୬ଟି ଜିଲ୍ଲା ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ।

Bihar Flood

ଗଣ୍ଡକ, କୋଷି, ବାଗମତି, କମଳାବାଲାନ ଏବଂ ମହାନଦୀରେ ବନ୍ୟାଜଳ ପରିମାଣ ଅତ୍ୟଧୁକ ବୃଦ୍ଧି ପାଇବା ଫଳରେ ନଦୀବନ୍ଧରେ ଫାଟ ସୃଷ୍ଟି ହୋଇଛି ।ଇଛି । ସେଠାକାର ଜଳ ସମ୍ପଦ ବିଭାଗ ଫାଟ ସୃଷ୍ଟି ହୋଇଥୁବା ବନ୍ଧ ଗୁଡ଼ିକ ଗୁଡ଼ିକର ମରାମତି କାର୍ଯ୍ୟ ଆରମ୍ଭ କରିଛି । ବିଭାଗୀୟ ମୁଖ୍ୟ ସଚିବ ନ୍ତୋଷ କୁମ କୁମାର ମଲ୍ଲ କହିଛନ୍ତି ବନ୍ଧଗୁଡ଼ିକୁ ସୁରକ୍ଷା ଦେବାଲାଗି ସୁରକ୍ଷାକର୍ମୀ ମୁତୟନ କରାଯାଇଛି ସନ୍ତେ ୨୪ ଘଣ୍ଟିଆ

ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ପ୍ରଭାବିତ ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ରନ୍ଧାଖାଦ୍ୟ ଯୋଗାଇ ଦି ଦିଆଯାଉଥିବା ଥିବା ସୂଚନା ମିଳିଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ବିହାରକୁ ସମସ୍ତ ପ୍ରକ କାର ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଇ ଗତକାଲି ପାଟ୍‌ନାଠାରେ ପରିସ୍ଥିତିର ସମୀକ୍ଷା କରିଥିଲେ । ପରିସ୍ଥିତି ନେଇ ବିହ କର୍ତ୍ତୃପକ୍ଷଙ୍କ ସହ କେନ୍ଦ୍ର ନିରନ୍ତର ଯୋଗାଯୋଗରେ ରହିଛି । ଆବଶ୍ୟକ ପଡିଲେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ବାୟୁସେନାର ସହଯୋଗ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ରାଇ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+