ଆଜି ୟୁରୋପୀୟ ସଂଘ ସହ ବଡ ବାଣିଜ୍ୟିକ ଚୁକ୍ତି

ଆଉ କିଛି ଘଣ୍ଟାର ଅପେକ୍ଷା । ଆମେରିକାର ଟାରିଫ ଭୟ ଭିତରେ ୟୁରୋପୀୟ ସଂଘ କରିବାକୁ ଯାଉଛି ବଡ ବାଣିଜ୍ୟିକ ଚୁକ୍ତି କରିବ ଭାରତ । ଏହାର ନାଁ ରହିଛି ମଦର ଅପ ଅଲ ଡିଲସ । ସ୍ବିଜରଲ୍ୟାଣ୍ଡରେ ଆୟୋଜିତ ଦାବୋସ ସମ୍ମିଳନୀରେ ଇୟୁ ଅଧ୍ୟକ୍ଷା ଉର୍ସୁଲା ୱାର୍ଣ୍ଣ ଓ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଲୁଇସ ସାଣ୍ଟୋସ ଭାରତ ସହ ଚୁକ୍ତି କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।

European Union

ଏଥରକ ଗଣତନ୍ତ୍ର ଦିବସ ସମାରୋହରେ ଉଭୟ ମୁଖ୍ୟ ଅତିଥି ସାଜିବା ସହ ଆଜି ଭାରତ ସହ ଚୁକ୍ତି କରିବାକୁ ଯାଉଛନ୍ତି । ଇୟୁ ସହ ବାଣିଜ୍ୟିକ ଚୁକ୍ତି କରୁଥିବା ତୃତୀୟ ଦେଶ ହେଉଛି ଭାରତ । ପୂର୍ବରୁ ଜାପାନ ଓ ଦକ୍ଷିଣ କୋରିଆ ଚୁକ୍ତି କରିସାରିଛନ୍ତି । ମୁକ୍ତ ବାଣିଜ୍ୟ ଚୁକ୍ତି ଭାରତ ଉପରୁ ଟାରିଫ ଭାର କମ କରିବା ସହ ୟୁରୋପର ୨୭ ଦେଶରେ ଭାରତ ପାଇଁ ବଜାର ଖୋଲିବ

ଭାରତ-ଇୟୁ ବଡ ଚୁକ୍ତି
-୧୦ଲକ୍ଷ ଭାରତୀୟଙ୍କ ପାଇଁ ଲାଭ ଦାୟକ ହେବ ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ।
-ୟୁରୋପୀୟ ସଂଘ ହେଉଛି ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର
-୨୦୨୩-୨୪ରେ ବାଣିଜ୍ୟ କାରବାର ୧୩୫ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ ଆଶା ଥିଲା
-ଭାରତ ଓ ଇୟୁ ପ୍ରଥମେ ୨୦୦୭ରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋଚନା ଆରମ୍ଭ
-କିନ୍ତୁ ୨୦୧୩ରେ ଆଲୋଚନା ବନ୍ଦ ହୋଇଯାଇଥିଲା
-୨୦୨୨ରେ ଏହା ପୁନଃ ଆରମ୍ଭ ହୋଇଥିଲା
-ଭାରତ ୟୁରୋପୀୟ ସଂଘରୁ ଆମଦାନି କରୁଥିବା କାର ଉପରେ ଟିକସ ହ୍ରାସ ସମ୍ଭାବନା
-୧୧୦% ଟିକସ କେବଳ ୪୦% ହୋଇପାରେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+