ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ପଦକ୍ଷେପ; ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ର ଉନ୍ମୋଚନ
ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ପଦକ୍ଷେପ। ଦେଶର ପ୍ରଥମ ପ୍ରାଇଭେଟ୍ ରକେଟ୍ର ଉନ୍ମୋଚନ। ରକେଟ୍ ବିକ୍ରମ-୧ର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି । ଭିଡିଓ କନ୍ଫରେନ୍ସ ଜରିଆରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦର ସ୍ପେଶ୍ ଷ୍ଟାର୍ଟଅପ୍ ଫାର୍ମ ସ୍କାଏରୁଟ୍ ତିଆରି କରିଛି ବିକ୍ରମ-୧।













Click it and Unblock the Notifications