ଆସିଲା ବଡ ଖବର ,ଜେଲ ଗଲେ ଜ୍ୟୋତି ମଲହୋତ୍ରା

ପାକିସ୍ତାନ ପାଇଁ ଗୋଇନ୍ଦାଗିରି କରୁଥିବା ଜ୍ୟୋତି ମଲହୋତ୍ରାଙ୍କୁ ଆଜି ଜେଲ ପଠାଇ ଦିଆଯାଇଛି । ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ୧୨ଜଣଙ୍କ ଭିତରୁ ଜ୍ୟୋତି ହେଉଛନ୍ତି ଜଣେ । ହରିୟାଣାର ଏକ କୋର୍ଟ ଜ୍ୟୋତିଙ୍କୁ ୧୪ ଦିନିଆ ଜୁଡିସିଆଲ କଷ୍ଟଡିକୁ ପଠାଇ ଦେଇଛନ୍ତି । ୪ ଦିନ ପାଇଁ ଜ୍ୟୋତି ପୋଲିସ ରିମାଣ୍ଡରେ ଥିଲେ ।

Jyoti Malhotra

ଏବେ ଏନଆଇଏ ହାତକୁ ଆୁ ଏକ ନୂଆ ତଥ୍ୟ ଆସିଛି, ଯେଉଁଥିରେ ଜଣାପଡ଼ିଛି; ପାକିସ୍ତାନରେ ଜ୍ୟୋତିଙ୍କ ସୁରକ୍ଷାରେ ୬ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ । ସେ ଯେଉଁଆଡ଼େ ଯାଉଥିଲେ ବନ୍ଧୁକଧାରୀ ସେମାନଙ୍କ ପଛେ ପଛେ ଯାଉଥିଲେ । ପଞ୍ଜାବ, ହରିଆଣା ଓ ଉତ୍ତର ପ୍ରଦେଶରେ ଅନେକ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+