ଆସିଲା ବଡ ଖବର, ସୁରକ୍ଷାକର୍ମୀଙ୍କ ବଡ ସଫଳତା; ଏନକାଉଣ୍ଟରରେ ଟଳିଲେ ୩୧ ମାଓବାଦୀ

ଲାଲଗଡ କୁହାଯାଉଥିବା ଛତିଶଗଡର ବିଜାପୁର ଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳିବିନିମୟରେ ୩୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ମାଓବାଦୀଙ୍କ ଗୁଳିରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ ୪ ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି ।

Maoists

ଘଟଣା ସ୍ଥଳରୁ ଯବାନଙ୍କୁ ଉଦ୍ଧାର କରିବାକୁ ଜଗଦଲପୁରରୁ ଏମଆଇ ହେଲିକପ୍ଟର ପଠାଯାଇଛି । ଏବେ ବିଜାପୁରରେ ପଂଚାୟତ ନିର୍ବାଚନ ହେଉଛି । ଏଣୁ ନକ୍ସଲମାନେ ଏହି ନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଜଣାପଡିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି କି, ଇନ୍ଦ୍ରାବତୀ ରାଷ୍ଟ୍ରୀୟ ଉଦ୍ୟାନ ନିକଟରେ ପୋଲିସ ଅପରେଶନ ଚଳାଇଥିବା ବେଳେ ମାଓବାଦୀମାନେ ହଠାତ ଆକ୍ରମଣ କରିଥିଲେ । ପ୍ରାଥମିକ ସୂଚନା ମୁତାବକ ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ୩୧ ଜଣ ନକ୍ସଲ ନିହତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+