ବଜେଟରେ ବଡ ଘୋଷଣା, ଶସ୍ତା ହେବ କ୍ୟାନ୍ସର ମେଡିସିନ
କର୍କଟ ଏବଂ ଅନ୍ୟାନ୍ୟ ଗୁରୁତର ଦୂରାରୋଗ୍ୟ ରୋଗ ପାଇଁ ଦରକାର ପଡ଼ୁଥିବା ଜୀବନ ରକ୍ଷାକାରୀ ଔଷଧ ଶସ୍ତା ହେବ। ଏହି ଔଷଧଗୁନିକ ଉପରୁ ସରକାର ସମ୍ପୂର୍ଣ୍ଣ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ। ସେହିପରି ଅନ୍ୟ କିଛି ଔଷଧ ଉପରୁ ଆଂଶିକ ରୂପେ ସୀମା ଶୁଳ୍କ ଛାଡ଼ କରାଯିବ ବୋଲି ଅର୍ଥମନ୍ତ୍ରୀ ବଜେଟରେ ଘୋଷଣା କରିଛନ୍ତି।

ସେହିପରି ବୀମା କ୍ଷେତ୍ର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶକୁ ସରକାର ବୃଦ୍ଧି କରିଛନ୍ତି। ପୂର୍ବରୁ ଏହା ୭୫% ରହିଥିବାବେଳେ ବଜେଟରେ ତାହାକୁ ୧୦୦% କରାଯାଇଛି।












Click it and Unblock the Notifications