EDର ଜେରା ପରେ ମୁହଁ ଖୋଲିଲେ ଭୂପେଶ ବଘେଲ, କହିଲେ....

ଇଡି ଆଜି ସକାଳେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲ ଓ ତାଙ୍କ ପୁଅ ଚୈତନ୍ୟ ବଘେଲଙ୍କ ସହ ଜଡ଼ିତ ଅନେକ ସ୍ଥାନରେ ଚଢ଼ଉ କରିଛି। ଦୁର୍ଗ ଜିଲ୍ଲାର ଭିଲାଇ ସହରରେ ଥିବା ବଘେଲ ଦମ୍ପତିଙ୍କ ଘର ସମେତ ସେମାନଙ୍କ ସହ ଜଡିତ ଅତି କମ୍‌ରେ ୧୪ଟି ସ୍ଥାନରେ ଇଡି ଅଧିକାରୀମାନେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଚଢ଼ଉ କରିଥିଲେ।

bhupesh baghel

ଦୀର୍ଘ ୧୨ ଘଣ୍ଟାର ଜେରା ପରେ ଶେଷରେ ମୁହଁ ଖୋଲିଛନ୍ତି ବଘେଲ।ବିଜେପି ଉପରେ ସିଧାଳସଳଖ ଅଭିଯୋଗ ଲଗାଇବା ସହ ତାଙ୍କୁ ମାନସକ ସ୍ତରରେ ଦୁର୍ବଳ କରିବାକୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ୨୦୨୦ ଝାଡଖଣ୍ଡ ନିର୍ବାଚନ ସମୟରେ ଠିକ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି ଯାହା ଆଜି ପର୍ଯ୍ୟନ୍ତ ଚାଲିଛି । ଠୋସ୍ ପ୍ରମାଣ ଅଭାବରୁ ଇଡି ହାତ ବନ୍ଧା ହୋଇଛି । ତେବେ ବଘେଲ କହିଛନ୍ତି ଇଡି ଅଧିକାରୀମାନେ ତାଙ୍କ ଘରୁ ନଗଦ ୩୩ ଲକ୍ଷ ଟଙ୍କା ପାଇଛନ୍ତି। ତାଙ୍କ ପରିବାରରେ ପୁଅ, ଝିଅ, ପତ୍ନୀ ଆଦି ରହୁଛନ୍ତି। ଏଥିସହିତ ୧୪୦ ଏକର ଜମି ରହିଛି। ତେଣୁ ଏହି ଅର୍ଥ ବେଶି କିଛି ନୁହେଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+