Get Updates
Get notified of breaking news, exclusive insights, and must-see stories!

ବନ୍ଦେ ମାତରମକୁ ୧୫୦ ବର୍ଷ; ଡାକ ଟିକଟ ଏବଂ ସ୍ମାରକ କଏନ୍ ଜାରି କଲେ ପ୍ରଧାନମନ୍ତ୍ରୀ

ଦେଶ ପାଳୁଛି 'ବନ୍ଦେ ମାତରମ'ର ୧୫୦ ବର୍ଷ ପୂର୍ତ୍ତି । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ। ୧୫୦ ବର୍ଷ ପୂର୍ତ୍ତିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ।

ବନ୍ଦେ ମାତରମ' ସଂଗୀତର ମୂଲ୍ୟବୋଧ ବଖାଣିଲେ ପ୍ରଧାନମନ୍ତ୍ରୀ। ବନ୍ଦେ ମାତରମ' କେବଳ ସଂଗୀତ ନୁହେଁ, ସଂକଳ୍ପ ଅଟେ କହିଲେ ମୋଦି । ମା' ଭାରତୀଙ୍କ ସାଧନା, ଶକ୍ତିର ମନ୍ତ୍ର ହେଉଛି 'ବନ୍ଦେ ମାତରମ। ୭ ନଭେମ୍ବର ହେଉଛି ଏକ ଐତିହାସିକ ଦିନ କହିଲେ ପ୍ରଧାନମନ୍ତ୍ରୀ । ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ସ୍ମୃତିଚାରଣ କଲେ ପ୍ରଧାନମନ୍ତ୍ରୀ ମୋଦି।
ସ୍ୱତନ୍ତ୍ର କଏନ ଓ ଷ୍ଟାମ୍ପର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ।

bharat is celebrating 150 years of Vande Mataram

କାର୍ଯ୍ୟକ୍ରମରେ ଡାକ ଟିକଟ ଏବଂ ସ୍ମାରକ କଏନ୍ ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ । ବଙ୍କିମଚନ୍ଦ୍ର ଚାଟାର୍ଜୀ ଜାତୀୟ ଗୀତ ବନ୍ଦେ ମାତରମ ରଚନା କରିଥିଲେ । ୧୮୭୫ ମସିହା ନଭେମ୍ବର ୭ରେ ସେ ଏହାକୁ ଲେଖିଥିଲେ । ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+