ଆଜି ଭାରତ ବନ୍ଦ: ନୋଏଡାରେ ଜାରି ହେଲା ଧାର 144

Bharat Bandh Section 144 imposed in Noida: ୟୁନାଇଟେଡ୍ କିସାନ୍ ଏବଂ କିସାନ୍ ମଜଦୁର ମୋର୍ଚ୍ଚା ମିଳିତ ଭାବେ 16 ଫେବୃଆରୀରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, 'ଭାରତ ବନ୍ଦ'ଡାକରାକୁ ନଜରରେ ରଖି 16 ଫେବ୍ରୁଆରୀରେ ନୋଏଟାରେ 144 ଧାରା ଲାଗୁ କରାଯାଇଛି । ଗୁରୁବାର ଦିନ ଗୌତମ ବୁଦ୍ଧ ନଗର ପୋଲିସ କହିଛି ଯେ, ସିଆରପିସିର ଧାରା 144 ଅନୁଯାୟୀ ଅନଧିକୃତ ଜନ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯିବ। କୃଷକ ସଂଗଠନର ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

bharat bandh

ଆଦେଶ ଅନୁଯାୟୀ, ରାଜନୈତିକ, ଧାର୍ମିକ ସଭାରେ 5ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ କିମ୍ବା କୌଣସି ରାଲି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ନିର୍ଦ୍ଦେଶରେ ସରକାରୀ ପ୍ରତିଷ୍ଠାନଗୁଡିକର 1 କିଲୋମିଟର ବ୍ୟାସାର୍ଦ୍ଧରେ ଘରୋଇ ଡ୍ରୋନ୍ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବ। ସର୍ବସାଧାରଣ ସ୍ଥାନରେ ବାଡ଼ି, ଖଣ୍ଡା, ଅସ୍ତ୍ରଶସ୍ତ୍ର ଇତ୍ୟାଦି ପରିବହନ କରୁଥିବା ଲୋକଙ୍କ ଉପରେ ମଧ୍ୟ ନିଷେଧାଦେଶ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+