Get Updates
Get notified of breaking news, exclusive insights, and must-see stories!

ଆଜିଠୁ ରାଜସ୍ଥାନରେ ଭଜନଲାଲ ସରକାର: ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ, ଶପଥଗ୍ରହଣ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

Rajasthan CM Oath Ceremony: ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ରାଜ୍ୟପାଳ କଳରାମ ମିଶ୍ର ପଦ ଏବଂ ଶପଥପାଠ କରାଇଛନ୍ତି । ସେହିପରି ଦୀୟା କୁମାରୀ ଓ ପ୍ରେମଚାନ୍ଦ ବୈରୱା ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ଶପଥ ସମାରୋହରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି।

bhajanlal sharma

ଭଜନଲାଲ ଶର୍ମା ପ୍ରଥମ ଥର ପାଇଁ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ Sanganer ବିଧାନସଭା ଆସନରୁ 48081 ଭୋଟରେ ପରାସ୍ତ କରି ବିଧାୟକ ହୋଇଛନ୍ତି। ତାଙ୍କୁ ବିଜେପି ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ଚେହେରା ଭାବେ ବିବେଚନା କରାଯାଏ। ଶର୍ମା ଦଳର ସଂଗଠନ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ଭାବେ ବିବେଚନା କରାଯାଏ। ଭରତପୁରର ବାସିନ୍ଦା ଭଜନଲାଲ ଶର୍ମଙ୍କୁ 56 ବର୍ଷ ବୟସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+