ହସ୍ପିଟାଲରେ ଭର୍ତ୍ତି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅସୁସ୍ଥ ହୋଇପଡ଼ିଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଶୁକ୍ରବାର ମୋହାଲିର ଫୋର୍ଟିସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୨ ଦିନ ଧରି ସେ ଅସୁସ୍ଥତା ଅନୁଭବ କରୁଥିଲେ।କୁହାଯାଉଛି ଯେ, ୨ ଦିନ ହେଲାଣି ସିଏମ ଭଗୱାନ୍ତଙ୍କ ଖରାପ ଥିଲା।

ଏପର୍ଯ୍ୟନ୍ତ ସିଏମ ଘରେ ହିଁ ଆରମ କରୁଥିଲେ। ହେଲେ ଶୁକ୍ରବାର ସଂଧ୍ୟାରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।












Click it and Unblock the Notifications