Get Updates
Get notified of breaking news, exclusive insights, and must-see stories!

ଆଜି ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ ସେବା

ଆଜି ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ ସେବା । ଧର୍ମଘଟକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ । ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫେରମ ଅଫ ବ୍ୟାଙ୍କ ୟୁନିଅନ୍ସ - UFBU । ସପ୍ତାହରେ ଦୁଇ ଦିନ ଛୁଟି ଦାବିରେ ଏହି ଆନ୍ଦୋଳନ ।

Banking

ସପ୍ତାହରେ ଦୁଇ ଦିନ ଛୁଟି ନେଇ ଜାନୁଆରୀ ୨୩ ତାରିଖ ଦିନ ଲେବର କମିଶନଙ୍କ ଆଲୋଚନାରୁ କିଛି ସୁଫଳ ନମିଳିବାରୁ ଧର୍ମଘଟ ଡାକରା ଦେଇଛି ସଂଘ । ଆଜି ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ ଗ୍ରାହକ । ରବିବାର ଛୁଟି ପରେ ସୋମବାର ସାଧାରଣତନ୍ତ୍ର ଦିବସ ଛୁଟି ଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+