ଭାରତ-ପାକିସ୍ତାନ ବିବାଦ ଉପରେ ବାବ ରାମଦେବଙ୍କ ବଡ଼ ବୟାନ, କହିଦେଲେ କିଛି ଏମିତି.....

ତୃତୀୟ ଗୁରୁକୂଳ ପାକିସ୍ତାନର କରାଚୀରେ ନିର୍ମାଣ କରାଯିବ। ଏଭଳି କିଛି କହିଛନ୍ତି ଯୋଗ ଗୁରୁ ବାବା ରାମଦେବ। ଦିଲ୍ଲୀର ଭାରତ ମଣ୍ଡପମରେର ସଂସ୍କୃତି ଜାଗରଣ ମହୋତ୍ସବର ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁଦର୍ଶନ ଜୀ ମହାରାଜ, ଯୋଗ ଗୁରୁ ବାବା ରାମଦେବ ଏବଂ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଯେତେବେଳେ ରାମଦେବଙ୍କୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା ସେ ଦେଇଥିଲେ ଏଭଳି ଏକ ଉତ୍ତର।

baba ramdev

ରାମଦେବ କହିଥିଲେ, "ଆଜି ସମସ୍ତ ଧର୍ମଗୁରୁ ଏବଂ ସନାତନୀୟମାନେ ସନାତନ ସଂସ୍କୃତି ଜାଗରଣ ମହୋତ୍ସବରେ ଏକତ୍ରିତ ହୋଇଛନ୍ତି। ଯେପରି ସୁଧାଂଶୁ ଜୀ ମହାରାଜଙ୍କ ଜନ୍ମବାର୍ଷିକୀରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏବଂ ସୁଧାଂଶୁ ଜୀ ଗୁରୁକୂଳ ଖୋଲିବା ବିଷୟରେ କହୁଛନ୍ତି, ସେହିପରି ମୁଁ କହୁଛି ଯେ ପାକିସ୍ତାନର କରାଚୀରେ ତୃତୀୟ ଗୁରୁକୂଳ ଖୋଲାଯିବ।' ଉଳ୍ଲେଖନୀୟ ଯେ, ବିଶ୍ୱ ଜାଗୃତି ମିଶନ ଦ୍ୱାରା ଆୟୋଜିତ ଏହି ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଜାଗରଣ ଏବଂ ସାଂସ୍କୃତିକ ଏକତାର ବାର୍ତ୍ତା ଦିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+