ଡ୍ରିମ୍ ଗାର୍ଲ ସାଜି ଫ୍ୟାନ୍ସଙ୍କୁ ମତୁଆଲା କଲେ ଆୟୁଷ୍ମାନ୍, ଟିଜର କରୁଛି ଟ୍ରେଣ୍ତ୍

Dream Girl 2 Promo:ଆୟୁଷ୍ମାନ ଖୁରାନା ନିଜ ଭିନ୍ନ ଷ୍ଟାଇଲ୍ ଅଭିନୟ ପାଇଁ ବେଶ୍ ଜଣାଶୁଣି । ତାଙ୍କର ଫିଲ୍ମ 'ଡ୍ରିମ୍ ଗାର୍ଲ' ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା। ଏହାରି ମଧ୍ୟରେ ଅଭିନେତା ଫିଲ୍ମ 'ଡ୍ରିମ୍ ଗାର୍ଲ 2'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିର୍ମାତାମାନେ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ଏକ ନୂତନ ଟିଜର ରିଲିଜ୍ କରିଛନ୍ତି । ଯାହା ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି ।

ସୋସିଆଲ୍ ମିଡିଆରେ ଆୟୁଷ୍ମାନଙ୍କ ଡ୍ରିମଗର୍ଲ ଲୁକ୍ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଟିଜର ଆରମ୍ଭ ଏକ ଫୋନ୍ କଲରୁ ହେଉଛି ଯେଉଁଥିରେ ପୁଜା ରକି ନାମକ ଜଣେ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ।

Ayushmann Khuranna

ଫିଲ୍ମର ପ୍ରଥମ ଲୁକ୍ ଖୁବ ଶୀଘ୍ର ମୁକ୍ତିଲାଭ କରିବ
ପୂଜାଙ୍କ ରହସ୍ୟ ଏବଂ ରକିଙ୍କର ରୋମାଣ୍ଟିତ୍ ଅନ୍ଦାଜ୍ ସହ ରିଲିଜ୍ ହୋଇଯାଇଛି 'ଡ୍ରିମ୍ ଗାର୍ଲ 2' ର ନୂଆ ଟିଜର ପ୍ରେମ, ହସ ଏବଂ ରୋମାଣ୍ଟିକ୍ ଅନ୍ଦାଜରେ ପରିପୂର୍ଣ୍ଣ ଏହି ଟିଜର ସିନେପ୍ରେମିଙ୍କ ମନ ଜଣିବାରେ ସଫଳ ହୋଇଛି । ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କର ଲାଇକ୍ କମେଣ୍ଟର ବର୍ଷା ହେଉଛି । କହିବା ପାଇଁ ଗଲେ ଏରର୍ଯ୍ୟନ୍ତ ଫିଲ୍ମକୁ ପଜେଟିଙ୍ ରେସପନ୍ସ ମିଳୁଛି । ଆୟୁଷ୍ମାନଙ୍କ ନଟ୍ ଖଟ୍ ଅନ୍ଦାଜ୍ ଫ୍ୟାନ୍ସଙ୍କୁ ବେଶ୍ ଇମପ୍ରେସ୍ କରିଛି ।

'ଡ୍ରିମ୍ ଗାର୍ଲ 2' କେବେ ମୁକ୍ତିଲାଭ କରିବ?
'ଡ୍ରିମ୍ ଗାର୍ଲ ୨' ଏକତା ଆର କପୁର ଏବଂ ଶୋଭା କପୁରଙ୍କ ଦ୍ୱାରା ନିର୍ମିତ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରାଜ । ଏହି ଚଳଚ୍ଚିତ୍ରଟି 25 ଅଗଷ୍ଟ 2023ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । 'ଡ୍ରିମ୍ ଗାର୍ଲ'ପରି ଏଥର 'ଡ୍ରିମ୍ ଗାର୍ଲ 2' ମଧ୍ୟ ଦର୍ଶକଙ୍କ ମନ ଜିଣିବାରେ ସଫଳ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+