ଅବନ୍ତିପୁରାରେ ଏନକାଉଣ୍ଟର, 2 ଆତଙ୍କୀ ସଫା

ଜମ୍ମୁ କାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଆଉ ଏକ ସଫଳତା । ଏନକାଉଣ୍ଟର କରି ଦୁଇ ଆତଙ୍କୀଙ୍କୁ ନିପାତ କରିଛି ସେନା ।

ଶ୍ରୀନଗର: ଜମ୍ମୁ କାଶ୍ମୀର ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଆଉ ଏକ ସଫଳତା । ଏନକାଉଣ୍ଟର କରି ଦୁଇ ଆତଙ୍କୀଙ୍କୁ ନିପାତ କରିଛି ସେନା । ପୂର୍ବରୁ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଜି ଅପରାହ୍ନରେ ଆରମ୍ଭ ହୋଇଛି ଏନକାଉଣ୍ଟର । ଏବେ ବି ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ମୃତ ଦୁଇ ଆତଙ୍କୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହିଁ ପୋଲିସ ।

encounter
ସ୍ଥାନୀୟ ଅଞ୍ଚଳରେ ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ସୁରକ୍ଷା ବଳର ଯବାନ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।

ଏଥିରେ ଆତଙ୍କୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବନିମୟ ଜାରି ରହିଥିବା କାଶ୍ମୀରର ସ୍ଥାନୀୟ ପୋଲିସ ଟ୍ବିଟ କରି ସୂଚନା ଦେଇଛି । ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାରି ରହିଛି । ଆତଙ୍କୀଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+