ସିଆଚିନରେ ଭୟଙ୍କର ହିମସ୍ଖଳନ, ୩ ଯବାନ୍ ସହିଦ୍,
ସିଆଚେନରେ ହିମସ୍ଖଳନ ଯୋଗୁ ୩ ଜଣ ଯବାନ ଶହୀଦ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ଅଗ୍ନିବୀର ରହିଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ନିୟନ୍ତ୍ରଣ ରେଖା(ଏଲଓସି)ର ଉତ୍ତରାଞ୍ଚଳରେ ଅବସ୍ଥିତ ସିଆଚେନ ଗ୍ଲାସିୟରରେ ଅନେକ ସମୟରେ ହିମସ୍ଖଳନ ଘଟୁଥିବା ନଜିର ରହିଛି।ସିଆଚିନ ଗ୍ଲେସିୟର କାରାକୋରମ ପର୍ବତମାଳାରେ ୨୦,୦୦୦ ଫୁଟ ଉଚ୍ଚରେ ଅବସ୍ଥିତି ।

ସିଆଚିନରେ ପୂର୍ବରୁ ଏମିତି ଘଟଣା ଘଟିସାରିଛି । ଏହାକୁ ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ବୋଲି କୁହାଯାଏ । ଏଠାରେ ଭାରତୀୟ ସୈନ କେବଳ ଶତ୍ରୁ ନୁହେଁ ବରଂ ପ୍ରକୃତି ସହିତ ଲଢନ୍ତି ।












Click it and Unblock the Notifications