ଜମ୍ମୁ -କଶ୍ମୀରରେ ଭୟଙ୍କର ହିମସ୍ଖଳ: ୧ ମୃତ, ଅନେକ ନିଖୋଜ

Avalanche In J&K's Gulmarg: ଜମ୍ମୁ -କଶ୍ମୀର ଗୁଲମର୍ଗ ଭୟଙ୍କର ହିମସ୍ଖଳ । ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି ଏବଂ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଜମ୍ମୁ -କଶ୍ମୀର ଗୁଲମର୍ଗର କୋଙ୍ଗଦୁରି ପର୍ବତାଞ୍ଚଳ ନିକଟରେ ଭୟଙ୍କର ହିମସ୍ଖଳନ ହୋଇଛି । ବରଫରେ ସ୍କେଟିଂ କରିବା ପାଇଁ ଯାଇଥିବା ବେଳେ ହଠାତ୍ ହିମସ୍ଖଳନ ହେବାରୁ ଅନେକ ବିଦେଦୀ ପର୍ଯ୍ୟଟକ ଏଥିରେ ଫସି ଯାଇଥିଲେ । ବରଫ ମଧ୍ୟରେ ପୋତି ହୋଇ ଜଣେ ରଷିଆ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି ।

Avalanche In J&Ks Gulmarg

ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ପୋଲିସ ଓ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ୬ ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ବି ଅନେକ ବିଦେଶୀ ପର୍ଯ୍ଯଟକ ନିଖୋଜ ଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+