ଅଟୋ- ଟ୍ରକ ଧକ୍କା: ୬ ମୃତ
Accident News: ମହାରାଷ୍ଟ୍ରରେ ମର୍ମନ୍ତୁଦ ଘଟଣା ଘଟିଛି । ଏକ ଟ୍ରକ ପଛରେ ଅଟୋ ପିଟିବା ହେବାରୁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ନାସିକ ଏକ ବ୍ରିଜ ଉପରେ ଗତ ରାତିରେ ଏକ ଲୁହା ବୋଝେଇ ଟ୍ରକ ଯାଉଥିବା ସମୟରେ ୧୦ ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ଅଟୋ ଭାରସାମ୍ୟ ହରାଇ ପଛରୁ ପିଟି ହୋଇଥିଲା ।

ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ଘଟିଥିଲା । ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଅନ୍ୟ ଆହତଙ୍କ ଚିକିତ୍ସା ଜାରି ରହି












Click it and Unblock the Notifications