Get Updates
Get notified of breaking news, exclusive insights, and must-see stories!

୧୬ ବର୍ଷରୁ କମ୍ ବୟସ ପିଲାଙ୍କୁ ସୋସିଆଲ ମିଡିଆ ମନା

Australia Ban Social Media: ୧୬ ବର୍ଷରୁ କମ୍ ବୟସ ପିଲାଙ୍କୁ ସୋସିଆଲ ମିଡିଆ ମନା । ଏଣିକି ପିଲା ମାନେ ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ଆକାଉଣ୍ଟ ବ୍ୟବହାର କରିପାରିବେ ନାହିଁ । ଅଷ୍ଟ୍ରେଲିଆ ସାଂସଦରେ ଗୃହୀତ ହୋଇଛି ଏପରି ଐତିହାସିକ ପ୍ରସ୍ତାବ । ଏହି ନିୟମର ଅବମାନନା କଲେ ଜରିମାନା ଲାଗୁ କରାଯିବ। ବିଶ୍ୱରେ ପ୍ରଥମ କେଉଁ ଦେଶରେ ଏପରି ବ୍ୟାନ୍ ଲଗାଯାଇଛି । ଯେଉଁ ପ୍ଲାଟଫର୍ମ ଏହି ନିୟମ ପାଳନରେ ବ୍ଯର୍ଥ ହେବେ ସେମାନଙ୍କ ଉପରେ ପ୍ରାୟ ୩୨.୬ ମିଲିୟନ ଡଲାରର ଜରିମାନା ଲାଗୁ କରାଯିବ । ଏହି କଡା ବିଲ୍ ଗତ ବୁଧବାର ନିମ୍ନ ସଦନରେ ଓ ଗୁରୁବାର ଉଚ୍ଚ ସଦନରେ ଗୃହୀତ ହୋଇଥିଲା ।

Australia Ban

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପ୍ରକୃତରେ ଏହି ଆଇନ ଏକ ଜାନୁୟାରୀ 2024 ରେ ଲାଗୁ କରାଯାଇଥିଲା ହେଲେ ଏକ ବର୍ଷ ପରେ ଏହା କାର୍ଯ୍ୟକାରୀ ହେବ । ତେବେ ଫ୍ରାନ୍ସ ଏବଂ ଆମେରିକାର କେତେକ ରାଜ୍ୟରେ ଏପରି ନିୟମ ଲାଗୁ କରାଯାଇଛି ଯେଉଁଠି ପିତାମାତାଙ୍କ ବିନା ଅନୁମତିରେ ପିଲାମାନେ ଅର୍ଥାତ୍ ଯେଉଁମାନଙ୍କ ବୟସ ୧୬ ବର୍ଷରୁ କମ ସେମାନେ ମଧ୍ୟ ସୋସିଆଲ ମିଡିଆରେ ବ୍ୟବହାର କରିପାରିବେ ନାହିଁ ।

ହେଲେ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ବ୍ୟାନ୍ କରି ଏକ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ସେହିପରି ଏପିରି ନିଷ୍ପତ୍ତି ଆମେରିକା ଏବଂ ଅଷ୍ଟ୍ରେଲିଆ ମ୍ପର୍କ ମଧ୍ୟରେ ତିକ୍ତତା ସୃଷ୍ଟି କରିପାରେ, କାରଣ ଏହା ସିଧାସଳଖ ମେଟା, ଟିକଟକ, ଏବଂ ଏକ୍ସ ପରି ଆମେରିକୀୟ କମ୍ପାନୀମାନ ଉପରେ ପ୍ରଭାବ ପକାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+