ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ପୂରିଲା ୭ ବର୍ଷ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ଆଜି ୭ ବର୍ଷ ପୂରଣ ହୋଇଛି। ୨୦୧୮ ମସିହା ସେପ୍ଟେମ୍ବର ମାସରେ ରାଞ୍ଚିରେ ଆରମ୍ଭ ହୋଇଥିବା ଏହି ଯୋଜନା ବିଶ୍ୱର ସର୍ବବୃହତ୍‍ ସରକାରୀ ସ୍ୱାସ୍ଥ୍ୟ ଯୋଜନା ଭାବେ ପରିଗଣିତ ହୋଇଛି । ଭାରତରେ ପ୍ରାୟ ୫୫ କୋଟିରୁ ଅଧିକ ଉପଭୋକ୍ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ଏହା ବଡ ପରିବର୍ତ୍ତନ ଆଣିଛି ।

ପରିବାର ଗୁଡ଼ିକୁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେବା ସହ ଦେୟମୁକ୍ତ ଏବଂ କାଗଜମୁକ୍ତ ସେବା ଆରମ୍ଭ ରାଯାଇଛି । ଏବେସୁଦ୍ଧା ୧୦କୋଟି ୩୦ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ସେବା ଲାଭ କରିବା ସହ ପ୍ରାୟ ୧ଲକ୍ଷ ୪୮ହଜାର କୋଟି ଟଙ୍କାର ଦେୟମୁକ୍ତ ସେବା ହାସଲ କରିଛନ୍ତି ।

PM MODI

୨୦୨୨ରେ ଆୟୁଷ୍ମାନ ଭାରତ ଯୋଜନାରେ ୧୨କୋଟି ପରିବାର ସାମିଲ ହୋଇଥିଲେ । ୨୦୨୪ରେ ଅଙ୍ଗନବାଡି, ଆଶାକର୍ମୀ ଓ ସେମାନଙ୍କ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଗତବର୍ଷ ଅକ୍ଟୋବରରେ ୭୦ବର୍ଷରୁ ଅଧିକ ଦେଶର ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+