Big Breaking: ଅଟାରୀ-ୱାଘା ସୀମା ବନ୍ଦ, ସପ୍ତାହେ ମଧ୍ୟରେ ପାକିସ୍ତାନ ନାଗରିକ ଭାରତ ଛାଡିବାକୁ ନିର୍ଦ୍ଦେଶ
Big Breaking: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି । ଅଟାରୀ-ୱାଘ ସୀମା ବନ୍ଦ ଘୋଷଣା କଲା ଭାରତ । ସେହିପରି ସପ୍ତାହେ ମଧ୍ୟରେ ଭାରତ ଛାଡିବାକୁ ନିର୍ଦ୍ଦେଶ । ସେହିପରି ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରାଯାଇଛି













Click it and Unblock the Notifications