ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶୀ
Delhi News: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା । ଅପରାହ୍ନ ସାଢେ ୪ ଟା ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ସେ ଆତିଶୀ ଶପଥ ନେବେ, ଉପ ରାଜ୍ୟପାଳ ବିନୟ କୁମାର ସକସେନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଆତିଶୀଙ୍କ ଶହ ୫ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୈଳସ ଗୋହଲତ, ଇମ୍ରାନ ହୁସେନ ଓ ମୁକେଶ ଅହଲାଗତ ମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଆତିଶୀ ହେଉଛନ୍ତି ତୃତୀୟ ମହିଳା ଯିଏ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଳାଇବେ ।













Click it and Unblock the Notifications