ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡିଶା ଆସି ଶୁଭାଂଶୁ କହିଛନ୍ତି ମୁଁ ଓଡିଶା ଗସ୍ତରେ ଆସି ବହୁତ୍ ଖୁସି। ପୂର୍ବରୁ ମଧ୍ୟ ମୁଁ ଓଡିଶା ଆସିଥିଲି। ଓଡିଶାର ପିଲାମାନେ ପାଠ ପଢି ମହାକାଶ ବିଜ୍ଞାନରେ ଆଗକୁ ଯାଆନ୍ତୁ।

ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା। ମୁଁ ଆପଣ ମାନଙ୍କୁ ସେୟାର କରିବି। ମହାକାଶର ଅନୁଭୂତି ବାଣ୍ଟିବାକୁ ମୁଁ ଓଡିଶା ଆସୁଛି। ଏରୋସ୍ପେଶ୍ ପାଇଁ ଯେଉଁମାନେ ଆଗ୍ରହୀ ଅଛନ୍ତି , ମୁଁ ସେମାନଙ୍କୁ ଉତ୍ସାହିତ କରିବି।












Click it and Unblock the Notifications