Get Updates
Get notified of breaking news, exclusive insights, and must-see stories!

କୋଭିଡ ଟିକା ସାର୍ଟିଫିକେଟରୁ ହଟିବ ମୋଦିଙ୍କ ଫଟୋ; ଜାଣନ୍ତୁ, କାହିଁକି ?

ନୂଆଦିଲ୍ଲୀ: ବିଭାନସଭା ନିର୍ବାଚନ ହେବାକୁ ଥିବା 5ଟି ରାଜ୍ୟରେ କୋଭିଡ ଟୀକାକରଣ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋଟୋ ରହିବ ନାହିଁ। ଟୀକାକରଣ ସାର୍ଟିଫିକେଟରେ ମୋଦୀଙ୍କ ଫୋଟୋ ବ୍ୟବହାରକୁ ନେଇ ପୂର୍ବରୁ ବିରୋଧୀଦଳ ଗୁଡିକ ପକ୍ଷରୁ ଆପତ୍ତି କରଯାଇଥିଲା । ଏ ନେଇ ବିବାଦ ସୁପ୍ରିମ କୋର୍ଟରେ ପହଞ୍ଚିଥିଲା । ଏହା ଉପରେ ଶୁଣାଣୀ କରି ଫୋଟୋ ହଟାଯିବ ନାହିଁ ବୋଲି ସୁପ୍ରିମ କୋର୍ଟ ରାୟ ଦେଆଇଥିଲେ । ସମ୍ପ୍ରତି 5ଟି ରାଜ୍ୟରେରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଚରଣ ବିଧି ଲାଗୁ ହୋଇଛି । ଏହି ପରିପ୍ରେକ୍ଷୀରେ ନିର୍ବାଚନ ହେବାକୁ ଥିବା ରାଜ୍ୟରେ ଭୋଟ ଗଣତି ହେବ ପର୍ଯ୍ୟନ୍ତ କୋଭିଡ ଟୀକା ସାର୍ଟିଫିକେଟରେ ମୋଦୀଙ୍କ ଫୋଟୋ ସ୍ଥାନିତ ହେବ ନହିଁ ବୋଲି ନିଷ୍ପତ୍ତି ହୋଇଛି ।

covid vaccine

କୋବିଡ ଟୀକା ଗ୍ରହଣ କରିବା ପରେ କୋୱିନ ଆପ୍ଲିକେସନ ମାଧ୍ୟମରେ ଟୀକାକରଣ ସାର୍ଟିଫିକେଟ ଡାଉନଲୋଡ କରାଯାଇ ପାରୁଛି । ଏହି ସାର୍ଟିଫିକେଟରେ ସ୍ଥାନିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋଟୋ । ସାର୍ଟିଫିକେଟରେ କରୋନା ଭାଇରସରୁ ସୁରକ୍ଷିତ ରହିବା ପାଇଁ ସତର୍କ ରହିବାକୁ ମଧ୍ୟ ସଚେତନ କରାଯାଉଛି । ସେହିପରି ଭାରତର ସ୍ୱାସ୍ଥ୍ୟ ମନ୍ତରାଳୟ ପକ୍ଷରୁ ଜାରି ନିଶୁଳ୍କ ହେଲ୍ପଲାଇନ ନମ୍ବର ମଧ୍ୟ ଏଥିରେ ସ୍ଥାନିତ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+