'ରାହୁଲ ବିଜେପିର ଷ୍ଟାର୍ ପ୍ରଚାରକ' ଏମିତି କାହିଁକି କହିଲେ ଆସାମ ମୁଖ୍ୟମନ୍ତ୍ରୀ ଜାଣନ୍ତୁ

ଆସାମ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ରାହୁଲ "ସବୁଠାରୁ ବଡ ଷ୍ଟାର ପ୍ରଚାରକ" ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ସେ ଏହା ମଧ୍ୟ ଦାବି କରି କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେଉଁଠାକୁ ଯାଆନ୍ତି, ସେଠାରେ କଂଗ୍ରେସ ତାର ସମର୍ଥନ ଆଧାର ହରାଇଥାଏ ।ସେ ଆହୁରି ରାହୁଲଙ୍କ କହୀଛନ୍ତି , ସେ ଅହଂକାରୀ ଏବଂ ତାଙ୍କରା ନେତୃତ୍ୱ ନେବାର କ୍ଷମତା ନାହିଁ । ସେ କାହାକୁ ପ୍ରେରଣା ଦେଇ ପାରିବେ ନାହିଁ । ପ୍ରକୃତରେ ରାହୁଲ ଆମ ପ୍ରଚାରକ ବୋଲି ହିମନ୍ତ କହିଛନ୍ତି ।

rahul star campaigner for bjp

ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡା ନ୍ୟାୟ ଯାତ୍ରା ୧୮ ରୁ ୨୫ ଜାନୁୟାରୀ ପର୍ଯ୍ୟନ୍ତ ଆସାମ ଦେଇ ଯାଇଥିଲା ଏବଂ ଏହି ସମୟରେ ଉଭୟ ନେତା ପରସ୍ପର ବିରୁଦ୍ଧରେ ଅଭିଯୋଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+