Get Updates
Get notified of breaking news, exclusive insights, and must-see stories!

ଆସାମ ବନ୍ୟା : ଏରିଏଲ ସର୍ଭେ କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବବର୍ମା

ଆସାମରେ ଜଟିଳ ହେବାରେ ଲାଗିଛି ବନ୍ୟା ସ୍ଥିତି। ବନ୍ୟା ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ବନ୍ୟା ବିପନ୍ନଙ୍କୁ ଆକାଶପଥରୁ ସର୍ଭେ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

ଗୌହାଟୀ: ଆସାମରେ ଜଟିଳ ହେବାରେ ଲାଗିଛି ବନ୍ୟା ସ୍ଥିତି। ବନ୍ୟା ନେଉଛି ଗୋଟିଏ ପରେ ଗୋଟିଏ ଜୀବନ । ବନ୍ୟା ବିପନ୍ନଙ୍କୁ ଆକାଶପଥରୁ ସର୍ଭେ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ରାଜ୍ୟର ସିଲଚର ସହରର ଏହି ବିପର୍ଯୟ ଯୋଗୁଁ ଅଧିକ ପ୍ରଭାବିତ ହୋଇଛି ।

assam silchar

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବବର୍ମା କହିଛନ୍ତି, ''ସିଲଚରର ବନ୍ୟା ବିପନ୍ନ ଅନେକ ଦିନ ହେବ ପିଇବା ପାଣିର ସମସ୍ୟା ଭୋଗୁଛନ୍ତି । ସେମାନଙ୍କୁ ଭାରତୀୟ ବାୟୁସେନା ଯୋଗେ ପ୍ରତିଦିନ ପ୍ରାୟ 1 ଲକ୍ଷ ପାନୀୟ ଜଳ ବୋତଲ ଯୋଗାଇ ଦିଆଯିବ । ଏନେଇ ବାୟୁସେନାର ସ୍ବତନ୍ତ୍ର କ୍ରାଫ୍ଟର ବ୍ୟବହାର କରାଯିବ ।"ବର୍ତ୍ତମାନ ରାଜ୍ୟରେ ବର୍ଷାର ପରିମାଣ କମିଛି । ମାତ୍ର ସ୍ଥିତିରେ ସୁଧାର ଆସିନାହିଁ । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ୪୫ ଲକ୍ଷରୁ ଅଧିକ ଲୋକେ ଏବେ ବନ୍ୟା ପ୍ରଭାବିତ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ ପାଖାପାଖି ୩ ଲକ୍ଷ ଲୋକେ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି ।

''ଆସାମ ବନ୍ୟା ସ୍ଥିତି ଉପରେ କେନ୍ଦ୍ରର ନଜର ରହିଛି । ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ରାଜ୍ୟ ସହ ମିଳିତ ଭାବେ କେନ୍ଦ୍ର କାର୍ଯ୍ୟ କରୁଛି ।'' ବର୍ତ୍ତମାନ ବନ୍ୟା ସ୍ଥଳରେ ସେନା ଏବଂ ଏନଡିଆରଏଫ ଟିମ୍ ଉପସ୍ଥିତ ଅଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି'' ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+