ଆସାମର ଧୁବ୍ରି ଜିଲ୍ଲାରେ ଡଙ୍ଗାବୁଡି 7 ନିଖୋଜ
ଆସାମର ଧୁବ୍ରି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡ଼ିଯିବା ପରେ ପ୍ରାୟ 30 ଜଣ ନିଖୋଜ ହୋଇଯାଇଥିଲା।
ଗୌହାଟୀ: ଆସାମର ଧୁବ୍ରି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବ୍ରହ୍ମପୁତ୍ର ନଦୀରେ ଡଙ୍ଗା ବୁଡ଼ିଯିବା ପରେ ପ୍ରାୟ 30 ଜଣ ନିଖୋଜ ହୋଇଯାଇଥିଲା। ଯେଉଁମାନଙ୍କ ମଧ୍ୟରୁ 20 ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଏବେ ବି 6-7 ଜଣ ନିଖୋଜ ଅଛନ୍ତି । ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ନିଖୋଜମାନଙ୍କ ମଧ୍ୟରେ ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି।

Assam | A country-made boat capsized in the Brahmaputra river in Dhubri district. Search and rescue teams have started the operations. More details awaited: Gyanendra Dev Tripathi, Chief Executive Officer, Assam State Disaster Management Authority
— ANI (@ANI) September 29, 2022












Click it and Unblock the Notifications