Get Updates
Get notified of breaking news, exclusive insights, and must-see stories!

ବ୍ୟାଡମିଣ୍ଟନରେ ଭାରତକୁ ସୂର୍ଣ୍ଣ

Asian Games 20203: ଏସୀୟ କ୍ରୀଡ଼ାରେ ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ଭାରତରୁ ସ୍ୱର୍ଣ୍ଣ । ସାତ୍ତ୍ୱିତ ସାଇରାଜ-ଚିରାଗ ସେଟ୍ଟୀ ଯୋଡିଙ୍କୁ ସ୍ୱର୍ଣ୍ଣ । କୋରିଆ ପ୍ରତିଦ୍ୱନ୍ଦ୍ୱୀକୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ଭାରତର ପଦକ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି । ସେହିପରି ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ ମିଳିଛି । ଚାଇନିଜ୍ ତାଇପେକୁ ୨୬-୨୫ରେ ହରାଇଛି ଭାରତୀୟ ମହିଳା କବାଡି ଦଳ ।

 Asian Games


ସେହିପରି ତୀରନ୍ଦାଜୀରେ ୨ଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ଭାରତ ୪ଟି ପଦକ ହାସଲ କରିଛି । ମହିଳା କମ୍ପାଉଣ୍ତ ଇଭେଣ୍ଟରେ ଜ୍ୟୋତି ସୁରେଖା ସୂର୍ଣ୍ଣ ଜିତିଛନ୍ତି । ଅନ୍ୟପଟେ ପୁରୁଷ କମ୍ପାଉଣ୍ତ ଇଭେଣ୍ଟରେ ଓଜାସ ପ୍ରବୀଣ ସ୍ୱର୍ଣ୍ଣ ଜିତିଥିବା ବେଳେ ଅଭିଷେକ ବର୍ମାଙ୍କୁ ମିଳିଛି ରୌପ୍ୟ । ବ୍ୟକ୍ତିଗତ ଗର୍ଗରେ ଅଦିତି ଗୋପୀଚାନ୍ଦ ବ୍ରୋଞ୍ଜ ଜିତିଛନ୍ତି । ଚଳିତ ଏସୀୟ କ୍ରୀଡ଼ାରେ ଭାରଦର୍ଶକ ରହିଛି ।

୧୯୫୧ ରୁ ଆରମ୍ଭ ହୋଇଥିବା ଏସିଆନ୍ ଗେମ୍ସ ପ୍ରତିଯୋଗିତାରେ ପ୍ରଥମ କରି ଭାରତୀୟ ପ୍ରତିଯୋଗୀମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଛନ୍ତି । କେବଳ ୨୦୧୮ ରେ ଜାକାର୍ତାରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତକୁ ୭୦ ଟି ପଦକ ମିଳିଥିଲା । ଏଥିରେ ୧୬ ସ୍ୱର୍ଣ୍ଣ ରହିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+