ଅପରେସନ ସିନ୍ଦୂର ଉପରେ କମେଣ୍ଟ ଦେବା ପ୍ରଫେସରଙ୍କୁ ପଡ଼ିଲା ମହଙ୍ଗା,୧୪ ଦିନ ପାଇଁ ଜେଲକୁ ନେଲା ପୋଲିସ୍‌

ଅପରେସନ ସିନ୍ଦୂରକୁ ନେଇ କମ୍ପେଣ୍ଟ ଦେବା ଆଶୋକ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପ୍ରମୁଖ ପ୍ରଫେସର ଅଲି ଖାନ ମହମ୍ମୁଦାବାଦଙ୍କୁ ପଡ଼ିଲା ଭାରି । ଅପରେସନ ସିନ୍ଦୂର ପରେ ସୋସିଆଲ୍ ମିଡିଆ ପୋଷ୍ଟରେ ଦେଇଥିବା କମେଣ୍ଟକୁ ନେଇ ୧୪ ଦିନ ପାଇଁ ପ୍ରଫେସରଙ୍କୁ ଥାନାକୁ ଭିଡ଼ି ନେଇଛି ପୁଲିସ । ଅପରେସନ ସିନ୍ଦୂର ପାକିସ୍ତାନ ବିରୁଦ୍ଧରେ ଭାରତର ସେନା କରିଥିଲା । ଯାହା ପହଲଗାମ ଆକ୍ରମଣ ପରେ ଆରମ୍ଭ ହୋଇଥିଲା ।

ଅଲି ଖାନ କରିଥିବା ପୋଷ୍ଟକୁ ଭାରତୀୟ ସେନା ବିରୋଧୀ ବୋଲି ବିଚାର କରାଯାଉଛି । ବିଶେଷ କରି ସେନାର ମହିଳା ଅଧିକାରୀ କର୍ଣ୍ଣଲ ସୋଫିଆ କ୍ୟୁରେସୀ ଏବଂ ଓ୍ବିଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ପ୍ରତି ଅପମାନ ବୋଲି କୁହାଯାଇଛି । ଏହି ଦୁଇ ମହିଳା ଅଫିସର ଅପରେସନ ସିନ୍ଦୂରର ମିଡିଆ ବ୍ରିଫିଙ୍ଗ କରିଥିଲେ ।

professor Mahmudabad

ପ୍ରଫେସର ଖାନଙ୍କ ଉପରେ ଅଭିଯୋଗ ଲାଗିଛି, ସେ ସୋସିଆଲ ମିଡ଼ିଆରେ ଏମିତି ଉଲ୍ଲେଖ କରିଛନ୍ତି, ଯାହା ସେନାର ଗାରିବାକୁ ନଷ୍ଟ କରୁଛି । ଏହାସହ ସେନାରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ଅପମାନିତ କରୁଛି । ମାମଲାର ତଦନ୍ତ ଚାଲିଛି । ସତ ପଦାକୁ ଆସିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+