ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଜାମିନ
Asaram Bail: ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆସାରାମ ବାପୁଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି ।ମାର୍ଚ୍ଚ 31 ପର୍ଯ୍ୟନ୍ତ ଅସାରାମଙ୍କୁ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। 2013 ବଳାତ୍କାର ମାମଲାରେ ଆତ୍ମଘୋଷିତ ସାଧୁ ଅସାରାମ ବାପୁଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଶାରାମ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରିବେ ନାହିଁ ଏବଂ ମଧ୍ୟବର୍ତ୍ତୀକାଳୀନ ଜାମିନରେ ବାହାରିବା ପରେ ତାଙ୍କ ଅନୁଗାମୀମାନଙ୍କୁ ଭେଟିବେ ନାହିଁ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଶାରାମ ପ୍ରମାଣକୁ ନଷ୍ଟଟ କରିବାକୁ ଚେଷ୍ଟା କରିବେ ନାହିଁ ଏବଂ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ ହେବା ପରେ ତାଙ୍କ ଅନୁଗାମୀମାନଙ୍କୁ ଭେଟିବେ ନାହିଁ।
ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଜାମିନ୍ ମିଳିଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆନ୍ତରୀଣ ଜାମିନ ଦେସେ ସୁପ୍ରିମ କୋର୍ଟ । ସୂଚନାଥାଉ ଯେ, ନାବାଳିକା ଦୁଷ୍କର୍ମ ମାମଲାରେ ଆଜୀବନ ସଜା କାଟୁଛନ୍ତି ଆଶାରାମ ବାପୁ ।












Click it and Unblock the Notifications